ସ୍ବାଧିନତା ଦିବସ
ସ୍ବାଧିନତା ଦିବସ
ଆସିଛିରେ ଆଜି ସ୍ବାଧିନତା ଦିବସ ନୂଆ ତ୍ରିରଙ୍ଗା ପତକା ଉତ୍ତୋଳନ ପାଇଁ ସଜାଇବା ।
ସ୍ବାଧିନତା ପାଇଁ ଯେ ଜୀବନ ଦେଇ ସହିଦ ହେଲେ ତାଙ୍କୁ ମନେ ପକାଇବା ।।
ଜାତିର ଜନକ ମହାତ୍ମାଗାନ୍ଧିଙ୍କ ଅହିଂସା ଆନ୍ଦୋଳନରେ ।
ହୋଇଲା ସ୍ବାଧିନ ଏ ଭାରତ ବର୍ଷ ଲଭିଲା ପୂର୍ଣ୍ଣ ଜନ୍ମରେ ।।
ସୁବାଷବୋଷ ଆମ ଅସ୍ତ୍ରର ଜବାବ ଦେଉଥିଲେ ନୀତି ଅସ୍ତ୍ରେ ।
କେତେ ଯେ ସୈନିକ ପ୍ରାଣବଳି ଦେଲେ ସ୍ବା୍ଧିନତା ପାଇଁ କି ଯେ ।।
ସହିଦ ହୋଇଲେ କେତେ ଭାରତବାସୀ ସ୍ବାଧିନତା ପାଇଁ ଆମ ।
ଆମେ ଭାରତର ସୁନାଗରିକ ରଖିବୁ ଭାରତ ମାନ ।।
ଉଡାଇଛୁ ଆମେ ତ୍ରିରଙ୍ଗା ପତକା ଶାନ୍ତି ମତ୍ରୀ ପ୍ରୀତି ପାଇଁ ।
ଫରଫର ଉଡେ ତ୍ରିରଙ୍ଗା ପତକା ଜାତିୟ ବନ୍ଦନା ଗାଇ ।।
ନଦେବୁ ପୁରାଇ ବିଦେଶୀମାନଙ୍କୁ କରିବା ପାଇଁ ଶାସନ ।
କରୁଥିଲେ କେତେ ଅନ୍ୟାୟ ଅତ୍ୟାଚାର ଲୁଣ୍ଠି ପୁଣି ଆମ ଧନ ।।
ଚାବୁକ ମାଡରେ ବନ୍ଧୁକ ମୁନରେ ପିଟୁଥିଲେ ନିସ୍ତୁକଟି ।
ବୋତି ଖଟାଇକି କ୍ରିତଦାସ ଭଳି ରଖୁଥିଲେ ଆମକୁଟି ।।
ପରାଧୀନ ଗଲା ସ୍ବାଧିନ ଆସିଲା ସ୍ବାଧିନତା ସଂଗ୍ରାମୀ ପାଇଁ ।
ମନେ ରଖିଦବା ଲାଲ୍ ବାଲ୍ ପାଲ୍ ଗାନ୍ଧି ଗୋପବନ୍ଧୁ ତହିଁ ।।
@ ସୁସିଲ୍ ପାଣି,ପୁରୀ
ମୋବାଈଲ୍ ନଂ - 8895094768
email i.d- susilpani2010@gmail.com