Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ବାଧିନତା ଦିବସ
ସ୍ବାଧିନତା ଦିବସ
★★★★★

© Susil Pani

Inspirational Others Abstract

1 Minutes   13.1K    4


Content Ranking

ଆସିଛିରେ ଆଜି ସ୍ବାଧିନତା ଦିବସ ନୂଆ ତ୍ରିରଙ୍ଗା ପତକା ଉତ୍ତୋଳନ ପାଇଁ ସଜାଇବା ।

ସ୍ବାଧିନତା ପାଇଁ ଯେ ଜୀବନ ଦେଇ ସହିଦ ହେଲେ ତାଙ୍କୁ ମନେ ପକାଇବା ।।

ଜାତିର ଜନକ ମହାତ୍ମାଗାନ୍ଧିଙ୍କ ଅହିଂସା ଆନ୍ଦୋଳନରେ ।

ହୋଇଲା ସ୍ବାଧିନ ଏ ଭାରତ ବର୍ଷ ଲଭିଲା ପୂର୍ଣ୍ଣ ଜନ୍ମରେ ।।

ସୁବାଷବୋଷ ଆମ ଅସ୍ତ୍ରର ଜବାବ ଦେଉଥିଲେ ନୀତି ଅସ୍ତ୍ରେ ।

କେତେ ଯେ ସୈନିକ ପ୍ରାଣବଳି ଦେଲେ ସ୍ବା୍ଧିନତା ପାଇଁ କି ଯେ ।।

ସହିଦ ହୋଇଲେ କେତେ ଭାରତବାସୀ ସ୍ବାଧିନତା ପାଇଁ ଆମ ।

ଆମେ ଭାରତର ସୁନାଗରିକ ରଖିବୁ ଭାରତ ମାନ ।।

ଉଡାଇଛୁ ଆମେ ତ୍ରିରଙ୍ଗା ପତକା ଶାନ୍ତି ମତ୍ରୀ ପ୍ରୀତି ପାଇଁ ।

ଫରଫର ଉଡେ ତ୍ରିରଙ୍ଗା ପତକା ଜାତିୟ ବନ୍ଦନା ଗାଇ ।।

ନଦେବୁ ପୁରାଇ ବିଦେଶୀମାନଙ୍କୁ କରିବା ପାଇଁ ଶାସନ ।

କରୁଥିଲେ କେତେ ଅନ୍ୟାୟ ଅତ୍ୟାଚାର ଲୁଣ୍ଠି ପୁଣି ଆମ ଧନ ।।

ଚାବୁକ ମାଡରେ ବନ୍ଧୁକ ମୁନରେ ପିଟୁଥିଲେ ନିସ୍ତୁକଟି ।

ବୋତି ଖଟାଇକି କ୍ରିତଦାସ ଭଳି ରଖୁଥିଲେ ଆମକୁଟି ।।

ପରାଧୀନ ଗଲା ସ୍ବାଧିନ ଆସିଲା ସ୍ବାଧିନତା ସଂଗ୍ରାମୀ ପାଇଁ ।

ମନେ ରଖିଦବା ଲାଲ୍ ବାଲ୍ ପାଲ୍ ଗାନ୍ଧି ଗୋପବନ୍ଧୁ ତହିଁ ।।

@ ସୁସିଲ୍ ପାଣି,ପୁରୀ

ମୋବାଈଲ୍ ନଂ - 8895094768

email i.d- susilpani2010@gmail.com

ସ୍ବାଧିନତା ସଂଗ୍ରାମୀ ବିଦେଶୀ

Rate the content


Originality
Flow
Language
Cover design

Comments

Post


Some text some message..