Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aruna Kar

Inspirational Tragedy

2  

Aruna Kar

Inspirational Tragedy

ଅବୁଝା ମନ

ଅବୁଝା ମନ

7 mins
6.6K


ଯେତେ ବେଳେ ଥିଲି ପାଖରେ ତୁମର

କରିଥିଲ ମୋତେ ଗଳାର ମାଳି

ମୁଣ୍ଡରୁ ଗୋଡ଼ ନଖରୁ ନାସିକା

ଅତି ଭଲ ଥିଲା ମୋ ପାଦ ଧୂଳି

ସବୁରି ମୁହଁରେ ମୋରି ପ୍ରଶଂସା

ଶୁଣି ଶୁଣି ମନ ଯାଇଛି ଫୁଲି

ଭାବିଛି ମୁଁ ଏବେ କେଡେ ବୋକା ଥିଲି

କପଟ ପାଶାକୁ ବୁଝି ନପାରିଲି

ଯେମିତି ଟିକିଏ ଆସିଲି ଦୂରେଇ

ହେଇଗଲି ତୁମ ସାତପର

ଯୋଜନା କରୁଛ ନିତି ଦିନ ବସି

କେମିତି କାଟିବ ମୋରି ଚେର ।

ଅରୁଣା


Rate this content
Log in