Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanta Bhoi

Classics Others

3  

Basanta Bhoi

Classics Others

ହେ ଅର୍ଜୁନ

ହେ ଅର୍ଜୁନ

1 min
376



ଧର୍ମ ତୋର ଯୁଦ୍ଧ ଆଜି

ନୁହେଁ ପ୍ରୀତି ପ୍ରେମ

ସମ୍ମୁଖରେ ଶତ୍ରୁ ତୋର

ନୁହନ୍ତି ଆତ୍ମୀୟ ।

ଧର ଅସ୍ତ୍ର କର ରଣ

ଏ ତୋ ତୋର କ୍ଷତ୍ରିୟ ଧରମ ।

ବୃଥା କିମ୍ପା

ଲୋଭ ତୋର ଏତେ

ତୋ ଶଙ୍କଟେ

ଏଇ ମାନେ

ରଖିଥିଲେ କିରେ ବାବୁ ତୋତେ ?

ଆଉ ଭାବନା

ଗଣ୍ଡିବ ଉଠାଇ ବେଗେ

ଧରାଶାୟୀ କର ସର୍ବେ

ଏତ ଯୁଦ୍ଧ କ୍ଷେତ୍ରେ ବାବୁ

କ୍ଷତ୍ରିୟର ମୂଳ କାରଣ ।


Rate this content
Log in

More oriya poem from Basanta Bhoi

Similar oriya poem from Classics