Audio

Forum

Read

Contests

Language


Write

Sign in
Wohoo!,
Dear user,
✿ ବୟସ୍କ ✿
✿ ବୟସ୍କ ✿
★★★★★

© Amiya Bej

Others

1 Minutes   6.8K    3


Content Ranking

✿ ବୟସ୍କ ✿

ଆମ ପ୍ରେମର ବୟସ
ଢେର୍ ଅଧିକା , ହେଲେ ସୁଦ୍ଧା ,
ସାଉଁଟିଲେ ନିତି ମିଳେ
କିଛି ନା କିଛି ନୂଆପଣ ।
ଯାହା ମିଳେ ଭଗ୍ନ ସ୍ତୁପ ତଳୁ ,
ତାହାକି ଦେଇଦେବ -
ଗଢିଦେଲେ ଦ୍ଵିତୀୟ କୋଣାର୍କ ???

✿✿✿ଅମୀୟ ବେଜ୍ ✿✿✿

✿ ବୟସ୍କ ✿

Rate the content


Originality
Flow
Language
Cover design

Comments

Post


Some text some message..