✿ ବୟସ୍କ ✿
✿ ବୟସ୍କ ✿
1 min
6.8K
✿ ବୟସ୍କ ✿
ଆମ ପ୍ରେମର ବୟସ
ଢେର୍ ଅଧିକା , ହେଲେ ସୁଦ୍ଧା ,
ସାଉଁଟିଲେ ନିତି ମିଳେ
କିଛି ନା କିଛି ନୂଆପଣ ।
ଯାହା ମିଳେ ଭଗ୍ନ ସ୍ତୁପ ତଳୁ ,
ତାହାକି ଦେଇଦେବ -
ଗଢିଦେଲେ ଦ୍ଵିତୀୟ କୋଣାର୍କ ???
✿✿✿ଅମୀୟ ବେଜ୍ ✿✿✿