Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Abstract Inspirational Others

3  

Ram Prasad Bisoi

Abstract Inspirational Others

ପ୍ରଶ୍ନ-ପ୍ରେମରେ

ପ୍ରଶ୍ନ-ପ୍ରେମରେ

1 min
13.8K


ପ୍ରେମରେ,

ଆସ୍ଥା, ବିଶ୍ୱାସ, ବନ୍ଧନ,ତିନୋଟି ସତ୍ୟ 

ଅସତ୍ୟ କଣ ? 

ଅବିଶ୍ୱାସ, ଅନସ୍ଥା, ଅବାଧ୍ୟ ,

ପ୍ରେମକୁ ଭଗବାନ ଯଦି କହିବା 

ପ୍ରେମ ବି 

ତାହେଲେ ,

ଅଦୁର୍ଶ୍ୟମାନ ଅନୁଭୂତି, 

ଏକ ଉପଲବ୍ଧି 

ଭାଵ ,ମନର ବିକାର

ସାଧାରଣ ପ୍ରେମିକ ଜଡିତ କରନ୍ତି

ହୃଦୟ ସହ ,

ଯଦି 

ହୃଦୟର ଅସ୍ତିତ୍ୱ ରହେ,

ପ୍ରତାରଣା

ପ୍ରେମରେ ପୁଣି ଏକ ପ୍ରଶ୍ନ ନୁହେଁ କି ?

ତାହେଲେ ଜୀବନ କଣ ? 

ସୀମିତ,

ଘଟଣା ଓ ଅଘଟଣା ଭିତରେ---!

କାମନା 

ରହିତ ପ୍ରେମ ସେ ବି କେବେ ପ୍ରେମ ହୋଇପାରେ,

ଏକ ମାଧ୍ୟମ ନିଶ୍ଚିତ 

ସମ୍ପୂର୍ଣ ପ୍ରେମ ପ୍ରାପ୍ତିର--------!!

ମୁକ୍ତି ,

ପୁଣି ଜୀବନର ପ୍ରେମ ,ବିଶ୍ୱାସ, ଆସ୍ଥା,ପ୍ରତାରଣାର ଉପସ୍ଥିତିରେ 

ନୁହେଁ କି ? 

ପୁଣି ଏକ ବିଚାର ଯୋଗ୍ୟ ପ୍ରଶ୍ନ ?

©®କାଶ୍ୟପ,ରାୟଗଡା ।


Rate this content
Log in

Similar oriya poem from Abstract