Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

0.2  

Sukanti Hotta

Others

ଗଣେଶ ବନ୍ଦନା

ଗଣେଶ ବନ୍ଦନା

1 min
698


ମୂଷିକ ବାହାନ ଘେନ ନିବେଦନ, ବିଘ୍ନରାଜ ଅଟ ତୁମେ l

ଅଗ୍ରେ ପୂଜ୍ୟ ତୁମେ ପାର୍ବତୀ ନନ୍ଦନ, ଚରଣେ ବନ୍ଧୁଛୁ ଆମେ l

ଏକଦନ୍ତ ତୁମ ଅତ୍ୟନ୍ତ ସୁନ୍ଦର, ମୋଦକରେ ତୁମ ଲୋଭ l

ସବୁ ପୂଜା ଆଗେ ତୁମକୁ ବନ୍ଦାନ୍ତି, ରଖିଥିବ ଦୟାଭାବ l

ଚନ୍ଦନ, ସିନ୍ଦୁର, ଫୁଲ, ଫଳ, ଦୁବେ ତୁମେ ଅତ୍ୟନ୍ତ ସୁନ୍ଦର l

ଗିରିଜା ନନ୍ଦନ କରୁଛି ବନ୍ଦନ, କରିବନି କେବେ ପର l

ବିଦ୍ୟା ଗୁରୁ ତୁମେ ବୁଦ୍ଧି ଗୁରୁ ତୁମେ, ତୁମେ ଜ୍ଞାନର ଭଣ୍ଡାର l

ଧନ ୟଶ କୀର୍ତ୍ତୟୀ ଭରି ଦିଅ ତୁମେ, ତୁମ ମହିମା ଅପାର l

ତୁମ ୟଶ କୀର୍ତି ଯୁଗେ ଯୁଗେ ଥିବ, ସବୁ ବାଧା ବିଘ୍ନ ଦୂର ହୋଇ ଯିବ l

ସାରାବିଶ୍ୱ ଏଠି ଆନନ୍ଦେ ରହିବେ, ଏତିକି ଦୟା କରିବ l


ସୁକାନ୍ତି ହୋତା ତାଳଚେର 7008819476


Rate this content
Log in