Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

☀ ସ୍ବଚ୍ଛ ☀

☀ ସ୍ବଚ୍ଛ ☀

1 min
1.0K


☀ ସ୍ବଚ୍ଛ  ☀

ପବିତ୍ରତା ଖୋଜ ପ୍ରିୟ 
ରକ୍ତ ମାଂସ ଦେହରେ ?
ଦେହ - ରହସ୍ୟାତୀତ଼
ଫାଙ୍କି ଦେବ ସତରେ ।
ଅଛି ଯଦି ଖୋଜି ବାର
ଖୋଜ ମୋ' ମନରେ,
ଗଂଗାର ପହିଲି ବିନ୍ଦୁ 
ଠୁଁ ବି ସ୍ୱଚ୍ଛ ମନଟିଏ ,
ପାଇଯିବ  ଅଚିରେ ।।
ପବିତ୍ରତା ଖୋଜକାହିଁ ,
ତୁଚ୍ଛା ଏଇ ଦେହରେ ! !!!!!!!!!!!

☀☀☀ ଅମୀୟ ବେଜ୍ ☀☀☀


Rate this content
Log in