Audio

Forum

Read

Contests

Language


Write

Sign in
Wohoo!,
Dear user,
☀ ସ୍ବଚ୍ଛ  ☀
☀ ସ୍ବଚ୍ଛ ☀
★★★★★

© Amiya Bej

Others

1 Minutes   1.0K    1


Content Ranking

☀ ସ୍ବଚ୍ଛ  ☀

ପବିତ୍ରତା ଖୋଜ ପ୍ରିୟ 
ରକ୍ତ ମାଂସ ଦେହରେ ?
ଦେହ - ରହସ୍ୟାତୀତ଼
ଫାଙ୍କି ଦେବ ସତରେ ।
ଅଛି ଯଦି ଖୋଜି ବାର
ଖୋଜ ମୋ' ମନରେ,
ଗଂଗାର ପହିଲି ବିନ୍ଦୁ 
ଠୁଁ ବି ସ୍ୱଚ୍ଛ ମନଟିଏ ,
ପାଇଯିବ  ଅଚିରେ ।।
ପବିତ୍ରତା ଖୋଜକାହିଁ ,
ତୁଚ୍ଛା ଏଇ ଦେହରେ ! !!!!!!!!!!!

☀☀☀ ଅମୀୟ ବେଜ୍ ☀☀☀

☀ ସ୍ବଚ୍ଛ ☀

Rate the content


Originality
Flow
Language
Cover design

Comments

Post


Some text some message..