Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saudamini Pattanaik

Inspirational Abstract Others

3  

Saudamini Pattanaik

Inspirational Abstract Others

ଏତିକି କରୁଣା

ଏତିକି କରୁଣା

1 min
6.9K


ତୁମେ କରୁଣାର ସାଇଁ ହେ ପ୍ରଭୁ

ତୁମେ ଜଗତର ସାଇଁ

ଅଭିଯୋଗ କିଛି କରୁନାହିଁ ପ୍ରଭୁ

ଅଭିମାନ କରୁନାହିଁ

ଏତିକି ମାଗୁଛି କରୁଣା ସାଗର

ଭକ୍ତି ଦିଅ ମୋତେ

ଶକ୍ତି ଦିଅ ମୋତେ

ତୁମକୁ ଡାକିବା ପାଇଁ

ତୁମରି ନାମକୁ ଗାଉ ଗାଉ ପ୍ରଭୁ

ଏଜୀବନ ମୋର ଯାଉ

ଏତିକି କରୁଣା ହେଉ ମହାପ୍ରଭୁ

ଏତିକି କରୁଣା ହେଉ..... ।


Rate this content
Log in

Similar oriya poem from Inspirational