Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

#ପ୍ରେମବାଖ୍ୟାନ

#ପ୍ରେମବାଖ୍ୟାନ

1 min
6.5K


ସଂଳାପ-୭୩,
 
#ପ୍ରେମବାଖ୍ୟାନ
 
ପ୍ରେମ ବନ୍ଧନ ନୁହେଁ 
ଏକ ମୁକ୍ତ ଚିନ୍ତନ,
ପ୍ରେମ ଦୁର୍ଘଟଣା ନୁହେଁ
ଏକ ସୁନ୍ଦର ଅନୁଭୂତି,
ପ୍ରେମରେ ଦୁରୁତା ଓ ବିରହ 
ସ୍ୱାଭାବିକ ପ୍ରକ୍ରିୟା,
ପରିସ୍ଥିତି 
ଅନୁଯାୟୀ
ପ୍ରେମ ବଦଳି ପାରେ
ଚରିତ୍ର ବି ବଦଳି ପାରେ
କିନ୍ତୁ
ପ୍ରେମ ପବିତ୍ର ,
କେବେଳ ସେତେବେଳେ
ଯେଉଁ ଘଟଣା ସହ ଜଡିତ
ହୁଏ,
ପୁର୍ଣ ସମର୍ପଣ ଭାଵ,
ଦୁଇଟି ଆତ୍ମା 
ଗୋଟିଏ ଶରୀର,
କିନ୍ତୁ 
ନିରାକାର,
ଅନ୍ଧାରେ ଆଲୋକର ସନ୍ଧାନ,
ସଙ୍ଗମରେ ମୋକ୍ଷର ଅନ୍ୱେଷଣ
ଦୁଇଟି ପ୍ରାଣ ,
ନୂତନ ସୃଷ୍ଟି ଅନ୍ତରାଳେ,
ଚିରନ୍ତନ ସତ୍ୟ ପ୍ରକିୟା
ମନ୍ତ୍ର ରହିତ ମୁକ୍ତି ପଥରେ-------!
 
©®କାଶ୍ୟପ,ରାୟଗଡା ।


Rate this content
Log in