Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା-୨୪୬
ଜୀବନ ଗୀତା-୨୪୬
★★★★★

© Geeta Sarangi

Others

1 Minutes   1.1K    3


Content Ranking

               ଜୀବନ ଗୀତା-୨୪୬ 

                            ଗୀତା ଷଡଙ୍ଗୀ

ଜୀବନ ଏକ ବିଶାଳ ପ୍ରବାହ
ଅନନ୍ତ ଅସୀମ ତାହାର ବ୍ୟାପ୍ତି
ବାଧାବଂଧନ ଆସେଯେତେ ପଥେ
ଲଢଇ ଦେଇ ସେ ସକଳ ଶକ୍ତି ॥୦॥

ଅନନ୍ତ କାଳରୁ ବହିଚାଲିଛି
ଜୀବନର ସ୍ରୋତ
ତିଆରି ଚାଲିଛି ପ୍ରତିନୟତ
ନିଜେ ନିଜ ପଥ
ଅକଳ୍ପନୀୟ ଏକନିଷ୍ଠ ତାର
ସଂଗ୍ରାମର ପଥେ କେତେଯେ କ୍ରାନ୍ତି ॥୧॥

ତୀବ୍ରତର ଗତି ତାର ସର୍ବଦା
ପଡେନା ଧିମେଇ
ନୀତି ନିୟମକୁ କେବେବି ସିଏ
ଦିଏନା ଉଜେଇଁ
ଶତଶତ ବର୍ଷର ଇତିହାସ
ପୃଷ୍ଠାରେ ରହିଛି ତାର ସୁଖ୍ୟାତି ॥୨॥

ଜୀବନ ଉପରେ ଆଧାରିତ ସଙ୍ଗୀତ

Rate the content


Originality
Flow
Language
Cover design

Comments

Post


Some text some message..