Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୨୪୬

ଜୀବନ ଗୀତା-୨୪୬

1 min
1.1K


               ଜୀବନ ଗୀତା-୨୪୬ 

                            ଗୀତା ଷଡଙ୍ଗୀ

ଜୀବନ ଏକ ବିଶାଳ ପ୍ରବାହ
ଅନନ୍ତ ଅସୀମ ତାହାର ବ୍ୟାପ୍ତି
ବାଧାବଂଧନ ଆସେଯେତେ ପଥେ
ଲଢଇ ଦେଇ ସେ ସକଳ ଶକ୍ତି ॥୦॥

ଅନନ୍ତ କାଳରୁ ବହିଚାଲିଛି
ଜୀବନର ସ୍ରୋତ
ତିଆରି ଚାଲିଛି ପ୍ରତିନୟତ
ନିଜେ ନିଜ ପଥ
ଅକଳ୍ପନୀୟ ଏକନିଷ୍ଠ ତାର
ସଂଗ୍ରାମର ପଥେ କେତେଯେ କ୍ରାନ୍ତି ॥୧॥

ତୀବ୍ରତର ଗତି ତାର ସର୍ବଦା
ପଡେନା ଧିମେଇ
ନୀତି ନିୟମକୁ କେବେବି ସିଏ
ଦିଏନା ଉଜେଇଁ
ଶତଶତ ବର୍ଷର ଇତିହାସ
ପୃଷ୍ଠାରେ ରହିଛି ତାର ସୁଖ୍ୟାତି ॥୨॥


Rate this content
Log in