ସଂଳାପ-୫୪
ସଂଳାପ-୫୪
1 min
1.1K
ସଂଳାପ-୫୪
#ଜୀବନ, ବନ୍ୟା ଉପରାନ୍ତେ
ବନ୍ୟା ଉତ୍ପାତ କରି
ବିପନ୍ନ କଲା ଜୀବନ,
ତାରି ଭିତରେ
ମଣିଷର ଠେଲାପେଲା...
ପୁଣି,
ଦଳି ଚକଟି,
ଘଣାରେ ପେଡା ହୋଇ
ବଞ୍ଚିବାକୁ
ଚାହୁଁ ଥିବା ଟିକକ ଜୀବନ-----!
©®କାଶ୍ୟପ,ରାୟଗଡା