Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krushna Chandra Dakua

Others

5.0  

Krushna Chandra Dakua

Others

ଆସ ମୌସୁମୀ ଆସ

ଆସ ମୌସୁମୀ ଆସ

1 min
315


ତୁମେ ଆସିବା ପାଇଁ

ଯଦି କଣ ଦେବାକୁ ପଡନ୍ତା

ଦେଇ ଦିଅନ୍ତି ମୁଁ ସବୁ

ତୁମ ଯଦି ଏବେ 

ଆସିବାର ଇଛା ନାହିଁ

କଥା ଦେଉଛି 

ଆସିଲେ ମୁଁ ଦେଇଦେବି

ମୋ ଜୀବନ ଆୟୁ ସବୁ

ତୁମରି ଛୁଆଁରେ 

ଶୀତଳ ପାଇବ

ଏ ଧରଣୀ ବକ୍ଷଟା 

ସୁସୋଭିତ ହେବ

ପ୍ରକୃତି ମାଳା 

ସୁନ୍ଦର ଦିସିବ 

ସବୁଜିମା ପରିବେଶ 

ତୁମ ସ୍ପର୍ଶ ପାଇଲେ 

ମନେ ମନେ ହସିବ ପରା 

ତୁମେ ନାହଁ ବୋଲି

ମଉଳି ଯାଉଛି 

ମୋ ଆଶାର ଆଲୋକ

ମୁଁ କିଛି ଜାଣି ପାରୁ ନାହିଁ

ତୁମେ ଆସିବାଟା 

ମୋ ନିହାତି ଦରକାର

ବାସ୍ ଆଉକିଛି ଲୋଡ଼ା ନାହିଁ !



Rate this content
Log in