Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦରଦୀ ମନ
ଦରଦୀ ମନ
★★★★★

© Dr. Diptiranjan Behera

Others

1 Minutes   1.3K    4


Content Ranking

ଦରଦୀ ମନ

--------

ବିରହ ଗାଉଛି ଗୀତ

ସାଥେ ଧରି ରାଗିଣୀ ପ୍ରେମର

ନିଶି କହେ ଦିବା ତୁମେ

ମୋଠାରୁ ସୁନ୍ଦର ||

 

ତୁମ ଓଠେ ମୋ ନାମ

ଭୟଲାଗେ ମୋତେ

ତଥାପି ଦରଦୀ ମନ

 

ନୀତି ଝୁରେ ତୋତେ ||

 

ପ୍ରେମ ଓ ବାସ୍ତବ ଜୀବନ

Rate the content


Originality
Flow
Language
Cover design

Comments

Post

Some text some message..