ଦରଦୀ ମନ
ଦରଦୀ ମନ
1 min
1.3K
ଦରଦୀ ମନ
--------
ବିରହ ଗାଉଛି ଗୀତ
ସାଥେ ଧରି ରାଗିଣୀ ପ୍ରେମର
ନିଶି କହେ ଦିବା ତୁମେ
ମୋଠାରୁ ସୁନ୍ଦର ||
ତୁମ ଓଠେ ମୋ ନାମ
ଭୟଲାଗେ ମୋତେ
ତଥାପି ଦରଦୀ ମନ
ନୀତି ଝୁରେ ତୋତେ ||