Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Booloo Hota

Others

1  

Booloo Hota

Others

ମିଛ ଜହ୍ନ

ମିଛ ଜହ୍ନ

1 min
1.4K


ମିଛ ଜହ୍ନ

                                                      -ବୁଲୁ ହୋତା-

ଦିଟା କଥା କହିବି

ଗୋଟିଏ ତୁମର

ଅନ୍ୟଟି

ସଂପୂର୍ଣ୍ଣ ଏକାକୀ ମୋର ,

ଏକ

ଯେ ଯାହାର ବାଟେ ଚାଲିଛେ

ବାଡେଇପିଟି,ପଡିଉଠି

 ଝାଡଝୁଡି ହୋଇ ରଖିଲି କଥାତୋର

ଦୁଇ

ପୁରୁଣା ନା ଏବର

ସବୁତକ ଘାଣ୍ଟିଲି

ସବୁ ଶେଷ 

ମିଛ ଜହ୍ନ ଆଉ ଖାଲିଅନ୍ଧାର !!

 

                                  -ସଦସ୍ୟ,ଓଡିଶା ସାହିତ୍ୟ ଅକାଦେମି,ନବରଙ୍ଗପୁର-


Rate this content
Log in