Audio

Forum

Read

Contests

Language


Write

Sign in
Wohoo!,
Dear user,
ମିଛ ଜହ୍ନ
ମିଛ ଜହ୍ନ
★★★★★

© Booloo Hota

Others

1 Minutes   1.2K    9


Content Ranking

ମିଛ ଜହ୍ନ

                                                      -ବୁଲୁ ହୋତା-

ଦିଟା କଥା କହିବି

ଗୋଟିଏ ତୁମର

ଅନ୍ୟଟି

ସଂପୂର୍ଣ୍ଣ ଏକାକୀ ମୋର ,

ଏକ

ଯେ ଯାହାର ବାଟେ ଚାଲିଛେ

ବାଡେଇପିଟି,ପଡିଉଠି

 ଝାଡଝୁଡି ହୋଇ ରଖିଲି କଥାତୋର

ଦୁଇ

ପୁରୁଣା ନା ଏବର

ସବୁତକ ଘାଣ୍ଟିଲି

ସବୁ ଶେଷ 

ମିଛ ଜହ୍ନ ଆଉ ଖାଲିଅନ୍ଧାର !!

 

                                  -ସଦସ୍ୟ,ଓଡିଶା ସାହିତ୍ୟ ଅକାଦେମି,ନବରଙ୍ଗପୁର-

ମିଛ ଜହ୍ନ

Rate the content


Originality
Flow
Language
Cover design

Comments

Post


Some text some message..