Audio

Forum

Read

Contests

Language


Write

Sign in
Wohoo!,
Dear user,
ଦୂର ହେବେ ଭଣ୍ଡ
ଦୂର ହେବେ ଭଣ୍ଡ
★★★★★

© Amulya Kumar Panda

Inspirational

6 Minutes   6.6K    6


Content Ranking

ଧର୍ମକୁ ବିଧର୍ମେ ନେଇ 

ଚାଲୁଅଛି ଖେଳ 

ସେ ଖେଳରେ ବୁଦ୍ଧିମାନ 

ହେଉଛନ୍ତି ମେଳ ।

କାହିଁ ଲାଗେ ଏଠି ସବୁ 

ସ୍ଵାର୍ଥେ ଧର୍ମ ସ୍ଥଳେ

ନୀରିହ ଲୋକଙ୍କୁ ନେଇ

ଲକ୍ଷ୍ୟ କରେ ଛଳେ ।

ମାନବ ଧର୍ମ ଯେ ଆଜି 

କାହିଁ କେତେ ଦୂର 

ଧର୍ମାନ୍ଧ ଧର୍ମରେ ବୁଡି 

ହେଉଅଛି କ୍ରୁର ।

ବୟସ୍କ ଯେ ହୋଇ ଆଜି 

ପିଲାମିର ମତି

ବୟସ୍କ ହେବାକୁ ଲୋଡା

ଚେତନାର ଗତି ।

ନିଜେ ହେଲେ ସଚେତନ 

ଦୂର ହେବେ ଭଣ୍ଡ 

ସବୁ ଚକ୍ରାନ୍ତ ତାଙ୍କର 

ହୋଇଯିବ ପଣ୍ଡ ।

------------------------------------

ଅମୂଲ୍ୟ କୁମାର ପଣ୍ଡା 

ଅରଙ୍ଗାବାଦ୍ , ବରୀ, ଯାଜପୁର

ଧର୍ମ ସ୍ଥଳେ ଭଣ୍ଡ ଧର୍ମାନ୍ଧ

Rate the content


Originality
Flow
Language
Cover design

Comments

Post


Some text some message..