Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Panda

Inspirational

3  

Amulya Kumar Panda

Inspirational

ଦୂର ହେବେ ଭଣ୍ଡ

ଦୂର ହେବେ ଭଣ୍ଡ

6 mins
6.7K


ଧର୍ମକୁ ବିଧର୍ମେ ନେଇ 

ଚାଲୁଅଛି ଖେଳ 

ସେ ଖେଳରେ ବୁଦ୍ଧିମାନ 

ହେଉଛନ୍ତି ମେଳ ।

କାହିଁ ଲାଗେ ଏଠି ସବୁ 

ସ୍ଵାର୍ଥେ ଧର୍ମ ସ୍ଥଳେ

ନୀରିହ ଲୋକଙ୍କୁ ନେଇ

ଲକ୍ଷ୍ୟ କରେ ଛଳେ ।

ମାନବ ଧର୍ମ ଯେ ଆଜି 

କାହିଁ କେତେ ଦୂର 

ଧର୍ମାନ୍ଧ ଧର୍ମରେ ବୁଡି 

ହେଉଅଛି କ୍ରୁର ।

ବୟସ୍କ ଯେ ହୋଇ ଆଜି 

ପିଲାମିର ମତି

ବୟସ୍କ ହେବାକୁ ଲୋଡା

ଚେତନାର ଗତି ।

ନିଜେ ହେଲେ ସଚେତନ 

ଦୂର ହେବେ ଭଣ୍ଡ 

ସବୁ ଚକ୍ରାନ୍ତ ତାଙ୍କର 

ହୋଇଯିବ ପଣ୍ଡ ।

------------------------------------

ଅମୂଲ୍ୟ କୁମାର ପଣ୍ଡା 

ଅରଙ୍ଗାବାଦ୍ , ବରୀ, ଯାଜପୁର


Rate this content
Log in

Similar oriya poem from Inspirational