Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୪୧

ଜୀବନ ଗୀତା-୩୪୧

1 min
377


ଜୀବନ ଯେତେ ମହତ

ସେତେ ସୁରଭିତ

ଦୁନିଆକୁ କରୁଥାଏ

ସଦା ଆଲୋକିତ ॥୦॥

ଜୀବନର ଅନୁଭବ

ଅତୀବ ମହାନ

ସାରା ବିଶ୍ୱେ ନାହିଁ କିଛି

ତାହାର ସମାନ

ବହୁବର୍ଣ୍ଣା ଏ ଜୀବନ ସଦା ପ୍ରବାହିତ ॥୧॥

ସମୟର ସ୍ରୋତ ସିନା

ଅତୀବ ପ୍ରଖର

ପ୍ରତିକ୍ଷଣ ଜୀବନ ତ

ହେଉଥାଏ ପାର

ଜୀବନ ଚଞ୍ଚଳ ପୁଣି

ଶାନ୍ତ ସମାହିତ ॥୨॥


Rate this content
Log in