Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା- ୭୩

ଜୀବନ ଗୀତା- ୭୩

1 min
6.6K


ଜୀବନ ଗୀତା- ୭୩
 
ଜୀବନରେ ଯେତେ ଆନନ୍ଦ ଥାଏ
ସେତେ ପୁଣି ଅବସାଦ
ଜୀବନରେ ଯେତେ ପ୍ରଶଂସା ମିଳେ
ସେତେ ପୁଣି ଅପବାଦ ॥୦॥
 
ସବୁ ଅବସ୍ଥାରେ ନିନ୍ଦା ପ୍ରଶଂସାରେ
ଉଦାସୀନ ଯିଏ ରୁହେ
ଭାଗ୍ୟଦେବୀ ତା'ର ପାଶେ ରହିବାକୁ
କେବେହେଁ ବିମୁଖ ନୁହେଁ
ବଂଚିବାର କଳା ଆଦରି ସେ ତ
କରେନାହିଁ ପ୍ରତିବାଦ ॥୧॥
 
କାଳରାତି ଯେତେ ଲମ୍ବା ହେଉ ପଛେ
ସକାଳେ ସୂରୁଯ ଉଏଁ
ଦୁଃଖସବୁ ଭୁଲି ବଂଚିବାର ଆଶା
ମନରେ ତା ବଢିଯାଏ
କରମ ପଥରେ ଆଗେଇଗଲେ
ଜୀବନ ତା ଫଳପ୍ରଦ ॥୨॥


Rate this content
Log in