ମୃତ୍ୟୁ
ମୃତ୍ୟୁ
1 min
6.7K
ଏମିତି ପରମସତ୍ୟ,
ସଭିଏଁ ତା ଆନୁଗତ୍ୟ
ଶୈଶବ, କୈଶୋର, ଜରା ,
ଯୌବନ ବି ନତମସ୍ତ ।।
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ