Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନ୍ତଃସ୍ୱର-୬୬
ଅନ୍ତଃସ୍ୱର-୬୬
★★★★★

© Ram Prasad Bisoi

Fantasy

1 Minutes   6.6K    5


Content Ranking

ଦେଖ !

ଫେରି ଆସିଛି ଶାନ୍ତ ବାତାୟନ

ତୁମ ଆତ୍ମା ଭିତରକୁ

ଶୁଣ !

ଡାକୁଛି କେହି ତୁମ ହୃଦୟ ଭିତରୁ

ବୋଧେ

ସେ ତୁମ ବିଶ୍ୱାସ

କହିପାର

ତାକୁ

ତୁମ ନିଶ୍ଵାସ

ଦେଖ

କି ? ରୋମଞ୍ଚଭରା ଏ ଅନୁଭୂତି

ପ୍ରେମ ପଥେ,

ତଳକୁ ଖସୁଛ ନା ଉଠୁଛ ଉପରକୁ

ନୁହେଁ କି ଅନୁଭୂତି

ଅଜବ,ଅକୁହା

ସ୍ୱାଧୀନତାର ଉଡାଣ

ଦୂର ଦିଗନ୍ତ ସେପାରି

ଦେଖ-

ଉନ୍ମୁକ୍ତ ବାତାୟନ-----!

©®କାଶ୍ୟପ,ରାୟଗଡା

ଶାନ୍ତ ହୃଦୟ ଉଡାଣ

Rate the content


Originality
Flow
Language
Cover design

Comments

Post


Some text some message..