Audio

Forum

Read

Contests

Language


Write

Sign in
Wohoo!,
Dear user,
ଜଗନ୍ନାଥ ସ୍ୱାମୀ
ଜଗନ୍ନାଥ ସ୍ୱାମୀ
★★★★★

© Pramila Sahoo

Others

1 Minutes   6.8K    5


Content Ranking

ହେ ଜଗତର ନାଥ ଜଗନ୍ନାଥ ସ୍ୱାମୀ
କାହିଁକି ମିଳିଥାଏ ଦୁଃଖ ନିତି
ଜୀବନଟା ଏଠି ଖାଲି ଦୁଃଖମୟ
ନିଜ ଲୋକ ଠାରୁ ମିଳିଥାଏ ଅନେକ ଦୁଃଖ
ଯାହା କୁ ଭାବନ୍ତି ଅତି ନିଜର
ସିଏ ହୁଏ ଦୁଃଖର କାରଣ
କାହାକୁ ପାଅନି ଏତେ ଭଲ
ପରେ କରିବାକୁ ପଡେ଼ ଅନୁତାପ............
ପ୍ରମିଳା ସାହୁ

ଜଗନ୍ନାଥ ସ୍ୱାମୀ

Rate the content


Originality
Flow
Language
Cover design

Comments

Post


Some text some message..