ଜଗନ୍ନାଥ ସ୍ୱାମୀ
ଜଗନ୍ନାଥ ସ୍ୱାମୀ
1 min
6.9K
ହେ ଜଗତର ନାଥ ଜଗନ୍ନାଥ ସ୍ୱାମୀ
କାହିଁକି ମିଳିଥାଏ ଦୁଃଖ ନିତି
ଜୀବନଟା ଏଠି ଖାଲି ଦୁଃଖମୟ
ନିଜ ଲୋକ ଠାରୁ ମିଳିଥାଏ ଅନେକ ଦୁଃଖ
ଯାହା କୁ ଭାବନ୍ତି ଅତି ନିଜର
ସିଏ ହୁଏ ଦୁଃଖର କାରଣ
କାହାକୁ ପାଅନି ଏତେ ଭଲ
ପରେ କରିବାକୁ ପଡେ଼ ଅନୁତାପ............
ପ୍ରମିଳା ସାହୁ