Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Sarangi

Others

5.0  

Deepak Sarangi

Others

ହାଏ ରେ ମଣିଷ

ହାଏ ରେ ମଣିଷ

1 min
326



ଜୀବନ ମରଣ ଭରା ମିଛ ମାୟା ସଂସାର

ଭାଇ ଏଠି ଭଗାରି ସାଜେ କେହି ନୁହେଁ କାହାର ।


ପାପ ସଂସାରରେ ବୁଡି ରହି ମଣିଷ

ସାହାଯ୍ୟ ସହଯୋଗ ବଳେ ପିଏ କେତେ ଯେ ପୀୟୂଷ ।


ପର ବଚନେ ମାତି ହାରେ ନିଜ ବିଶ୍ଵାସ

ସନ୍ଦେହୀ ମନରେ ଆସେ କେତେ ଅବା କଳୁଷ ।


ମୋହ ମାୟା ସଂସାରକୁ ସେ ଧରିଅଛି ଜାବୁଡି

ବିରାଡି ବୈଷ୍ଣବ ସାଜିଛି ଶୁଖୁଆକୁ କାମୁଡି ।


ସେବା ହିଁ ଧର୍ମ ସେବା ହିଁ କର୍ମ କହୁଥାଏ ଉପରେ

ପର ଗୋଡ ଟାଣିବାକୁ ପଛାଏନି ସେ କେବେରେ ।


ଭଦ୍ର ଲୋକ ମୁଖ ପିନ୍ଧି ବୁଲୁଥାଏ ଦିନରେ

ସ୍ଵାର୍ଥ ପାଇଁ ଘୃଣ୍ୟ କାମ କରୁଥାଏ ରାତିରେ ।


ମଦ ଜୁଆ ନାରୀ ପ୍ରତି ହୋଇଯାଏ ଆସକ୍ତ

ବୁଝେ ନାହିଁ କେବେ ସେ ଜୀବନର ମହତ୍ଵ ।


Rate this content
Log in