Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ତମ କଥା ମନେ ପଡେ

ତମ କଥା ମନେ ପଡେ

1 min
211



ତମ କଥା ମନେ ପଡେ

ତମେ ଅଛ ବହୁ ଦୁରେ ।


ସାଗର ସମୁଦ୍ର ଗାଁ ଡେଇଁ

ଆସିଛି ତମ ପାଖୁ ଧାଇଁ

ମନ ଏକ ଅମାନିଆ ନଇ

 ସାଗାରରେ ମିଶିବା ପାଇଁ ।


ମନରେ ତମେ ଅଛ ମୋର

 କରିବି ତମକୁ ନିଜର

ହେଲେ ଏ ମନ କେବଳ ତମର

ବୁଝିବା ତୁମେ ଚେଷ୍ଟା କର ।


କାହିଁକି କେଜାଣି ଭୁଲି ଯାଇଥିଲ

ମୋତେ ଖାଲି ଭୁଲୁ ବୁଝିଲ ।


ପଥ ଅବରୋଧ ତମକୁ କରିବେ 

କିନ୍ତୁ ତଥାପି ଛାଡ଼ିନି ସେ ଆବେଗ ।


ସାଗରକୁ ମୁଁ ପାଇବା ପାଇଁ 

ଝୁରୁଛି ମରୁଛି ତାରି ପାଇଁ !



Rate this content
Log in