Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Abstract Others

2  

Chittaranjan Lenka

Abstract Others

ଭାବର ସମ୍ପର୍କ

ଭାବର ସମ୍ପର୍କ

1 min
7.0K


ଧୋକା ଦେଇପାରେ ରକତ ସମ୍ପର୍କ

ଭାବର ସମ୍ପର୍କ ନୁହେଁ

ଭଲ ଭାବେ ଦେଖ ତୁମ ସମ୍ପର୍କରେ

କେତେ ଭାବ ଭରିଥାଏ ?

ମନେରଖିଥିବ ସ୍ଵାର୍ଥ ଯଦି ଥାଏ

ଭାବ ତିଷ୍ଠି ପାରେନାହିଁ

ଭାବ ନ ତିଷ୍ଠିଲେ ସମ୍ପର୍କ କି କେବେ

ତିଷ୍ଠିବ ଭଉଣୀ ଭାଇ ?

ଚିତ୍ତରଞ୍ଜନ ଲେଙ୍କା,କଟକ


Rate this content
Log in