Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଦେବସେନା-୪୯

ଦେବସେନା-୪୯

1 min
6.6K


ଦେବସେନା-୪୯
 
ପ୍ରେମରେ କି କେଜାଣି ସେ ନିଆରା ଅନୁଭୂତି,
ଚାଲ ଭାସି ଯିବା ,ଥରେ ତ ମିଳିଯିବ 
ପୁଣିଥରେ ସୁଯୋଗ ଉଡିବାକୁ ଖୋଲା ଆକାଶରେ ପକ୍ଷ ମୁକ୍ତ ହେଉ ପଛେ,କଳ୍ପନା ତ ଥିବ 
ଆମ ସାଥିରେ--------!
 
ମୁଁ ଯାଦବ କୁମାର ଅନିଋଦ୍ଧ, ମାୟା ରେ ପହଞ୍ଚି ପାରେ ତୁମ ଶୟନକକ୍ଷରେ ଶୟନରତ୍ତ,ରମ୍ଭା #ଦେବସେନା--ଉଷା, 
ଖୋଲନି, ଲୋପା ମୁଦ୍ରା, ମତେ ହଜିବାକୁ ଦିଅ
ତୁମ ହୀରା ଖଚିତ, ନାକ ଫୁଲରେ-------!!
 
ମୋ ଅସ୍ତିତ୍ୱକୁ ଖୋଜୁଛ ତୁମ ଚାରିକଡେ,ଦେଖ, ତୁମେ ହସୁଛ,ପୁଲକିତ ହେଉଛି ତୁମ ସାରା ବଦନ---------!!!
 
©®କାଶ୍ୟପ,
ରାୟଗଡା ।


Rate this content
Log in