Audio

Forum

Read

Contests

Language


Write

Sign in
Wohoo!,
Dear user,
ଦେବସେନା-୪୯
ଦେବସେନା-୪୯
★★★★★

© Ram Prasad Bisoi

Others

1 Minutes   6.6K    3


Content Ranking

ଦେବସେନା-୪୯
 
ପ୍ରେମରେ କି କେଜାଣି ସେ ନିଆରା ଅନୁଭୂତି,
ଚାଲ ଭାସି ଯିବା ,ଥରେ ତ ମିଳିଯିବ 
ପୁଣିଥରେ ସୁଯୋଗ ଉଡିବାକୁ ଖୋଲା ଆକାଶରେ ପକ୍ଷ ମୁକ୍ତ ହେଉ ପଛେ,କଳ୍ପନା ତ ଥିବ 
ଆମ ସାଥିରେ--------!
 
ମୁଁ ଯାଦବ କୁମାର ଅନିଋଦ୍ଧ, ମାୟା ରେ ପହଞ୍ଚି ପାରେ ତୁମ ଶୟନକକ୍ଷରେ ଶୟନରତ୍ତ,ରମ୍ଭା #ଦେବସେନା--ଉଷା, 
ଖୋଲନି, ଲୋପା ମୁଦ୍ରା, ମତେ ହଜିବାକୁ ଦିଅ
ତୁମ ହୀରା ଖଚିତ, ନାକ ଫୁଲରେ-------!!
 
ମୋ ଅସ୍ତିତ୍ୱକୁ ଖୋଜୁଛ ତୁମ ଚାରିକଡେ,ଦେଖ, ତୁମେ ହସୁଛ,ପୁଲକିତ ହେଉଛି ତୁମ ସାରା ବଦନ---------!!!
 
©®କାଶ୍ୟପ,
ରାୟଗଡା ।

ଦେବସେନା-୪୯

Rate the content


Originality
Flow
Language
Cover design

Comments

Post


Some text some message..