କାଳୀ ଝିଅ
କାଳୀ ଝିଅ
ଝିଅଟେ କାଳୀ ବୋଲି ,
ବାପା ମା' ଙ୍କ ଚିନ୍ତା ଯାଏ ବଢି |
ଗୋରା ନୁହେଁ ବର୍ଣ୍ଣ ବୋଲି ,
କିଏ ବାହା ହେବ ତାକୁ କାଲି |
ଦୁନିଆ ଖୋଜେ ରଙ୍ଗ ଚକ ଚକିଆ,
କିଏ ଗୁଣକୁ ଦେଖିବା କିଆଁ |
ଝିଅଟେ କାଳୀ ବୋଲି ,
ବାପା ମା' ଙ୍କ ଚିନ୍ତା ଯାଏ ବଢି |
ଗୋରା ନୁହେଁ ବର୍ଣ୍ଣ ବୋଲି ,
କିଏ ବାହା ହେବ ତାକୁ କାଲି |
ଦୁନିଆ ଖୋଜେ ରଙ୍ଗ ଚକ ଚକିଆ,
କିଏ ଗୁଣକୁ ଦେଖିବା କିଆଁ |