Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Inspirational Abstract

2  

Chittaranjan Lenka

Inspirational Abstract

ଜୀବନ ଯନ୍ତ୍ରଣା

ଜୀବନ ଯନ୍ତ୍ରଣା

1 min
6.7K


ଜୀବନର ଅନ୍ୟ   ନାମ ଯେ ଯନ୍ତ୍ରଣା

ଅଳପ ବହୁତେ ଜଣା

ଅନୁଭବୀ ଏକା    କହି ପାରିଥାଇ

ସତ ଅଟେ କିବା ନା’


ତଥାପି ବି ବନ୍ଧୁ        ଯନ୍ତ୍ରଣାର ପାଇଁ

ଅଛି କିଛି ଉପସମ

ଭେଦ ଭାବ ଭୁଲି  ଭାଇ ବନ୍ଧୁ ଭାବି

କରିଲେ ସଭିଙ୍କୁ ପ୍ରେମ


ଜନମ ହୋଇଛେ  ଜୀବନ ପାଇଛେ

କରିବା କାହିଁକି ବାଦ

ମନେ ରଖ ବନ୍ଧୁ   ସଚ୍ଚା ପ୍ରେମ ବିନୁ

ଜୀବନରେ ନାହିଁ ସ୍ୱାଦ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in