ଶସ୍ତା କବିତା - 40
ଶସ୍ତା କବିତା - 40
1 min
1.1K
କଳା ବସନରେ ଯେତେ ରଙ୍ଗ ଦେଲେ
ଅନ୍ୟ ରଙ୍ଗ କାହୁଁ ନେବ
କଳା ମନ ଥିଲେ ଅବିର ମହତ୍ତ୍ୱ
ଆପେ ଆପେ ହଜି ଯିବ
ପ୍ରମୋଦ କୁମାର ଜେନା ©