Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Sahoo

Tragedy

1.0  

Pramila Sahoo

Tragedy

ଜୀବନ ପଥ

ଜୀବନ ପଥ

1 min
6.9K


ଜୀବନ ପଥରେ ଆସେ ଅନେକ ଝଡ଼

ସବୁ ସହି ଆଗକୁ ବଢ଼ିବାରେ ଆନନ୍ଦ

ଅଚିହ୍ନା ମୁହଁ ହୋଇ ଯାଏ ଦିନେ ଚିହ୍ନା

ସେହି ଚିହ୍ନା ମୁହଁ ଦିଏ ଅନେକ ଯାତନା

କହି ହୁଏନା କି ଶହି ହୁଏନା ଆଖିରେ ଲୁହର ବନ୍ୟା

ଋତୁ ବଦଳିଲା ପରି ବଦଳି ଯାଏ ଅତି ଆଦର ମନୁଷ୍ୟ

ଦିନ ସିନା ଚାଲିଯାଏ ହେଲେ ମନରେ ଅବଶେଷ

ଶେଷରେ ଆସେ ଏମିତି ସମୟ ଲୁହ ଥାଏ କେବଳ

ନା କହି ହୁଏ ନା କିଛି ଶହି ହୁଏ ଖାଲି ଯା ଅନୁଭବ


Rate this content
Log in