Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସ୍ମୃତିର ସୌଧ୍ୟ
ସ୍ମୃତିର ସୌଧ୍ୟ
★★★★★

© Ram Prasad Bisoi

Others

1 Minutes   6.6K    5


Content Ranking

ସ୍ମୃତିର ସୌଧ୍ୟ ।

ବର୍ଷା ---------------- ! 👍 ତମେ ! ଅନେକ ଦିନ ପରେ ଆସିଛ, ପୁଣି କାଲି ଫେରିଯିବ, ଗ୍ରୀଷ୍ମ କାତର ପ୍ରାଣରେ ଭରି ଦେଇଛ ଜୀବନର ସତ୍ତା । (୧)

କାଲି ସକାଳୁ ପୁଣି ଦିଗନ୍ତ ସେପାରି ଉଦୟ ହେବ ନେଇ ଅନେକ ଆଶାର ଆଉ ଏକ ସୂର୍ଯ୍ୟ, ଆଜି ଅଛି ଜୀବନ କାଲି ଚାଲି ଯିବ ଏଇ ଆସିବା ଯିବା ଭିତରେ ତ ରହିଯାଇଛି ଅନେକ ହିସାବ ଆଉ କିଛି ସ୍ମୃତି ଏବଂ ଅନୁଭୂତି । (୨)

କିଏ ? ବାଣ୍ଟିଛି , କିଏ ? ରହି ଯାଇଛି, କିଏ ? ଯାଇଛି ଆଉ ଫେରିନି କେବେ, ରହି ଯାଇଛି ଖାଲି ଗଢି ଥିବା ତା ନିଜ ହାତର ସ୍ମୃତିର ସୌଧ୍ୟ । (୩)

ରାମ ବିଶୋଇ (କାଶ୍ୟପ) ତା-୨୯-୦୬-୧୬, ରାତ୍ର-୧୨-୧୬ ମିନିଟ ରାୟଗଡ଼ା ।

ସ୍ମୃତିର ସୌଧ୍ୟ ।

Rate the content


Originality
Flow
Language
Cover design

Comments

Post

Some text some message..