Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଅଭାବ

ଅଭାବ

1 min
12.6K


ରଶ୍ମୀ ରେଖା ତ୍ରିପାଠୀ



ଛଅ ଖଣ୍ଡ ହାଡ,

ପଳେ ମାଉଁସର ଜୀବନଟା

କାହିଁକି କେଜାଣି

ମନ ଲାଖି ମାନଟିଏ ଖୋଜେ

ବଞ୍ଚିବାକୁ ବଳକା ଆୟୁଷଟା ....???


ପେଟକୁ ଗଣ୍ଡାଏ ଦାନା,

ଦେହକୁ ଖଣ୍ଡିଏ କନାର

ଅଭାବ ତ ନlହିଁ,

ତଥାପି କାହିଁକି କେଜାଣି

କି ଅଭାବ ବୋଧରେ

ମନ ହୁଏ ହାଇଁପାଇଁ ....???


ପେଟ ପାଇଁ ଯଦି ସବୁ ନାଟ

ମନ ପୁରିଗଲେ ମଧ୍ୟ

ଯଦି ବା ପୁରେନl ପେଟ

ମିଛଟାରେ ଏ ମନଟା

କାହିଁକି ଯେ ଛାଡଇ କୁହାଟ ....???


ଏଠି ଯେ ଅନେକ ଛଳନା

ସ୍ନେହ, ପ୍ରେମ ଏଠି ସବୁ ଅନାବନା

ତଥାପି ବି ମନ ଖୋଜେ ମାନଟିଏ

ନ ହେବl ଯାଏ ବାଟବଣା ....


ଏଇ ମନ !

କେଉଁଠି ବରିଛୁ ତୁ ବନବାସ ?

ଆସିବାକୁ ଥରେ ମୋର ପାଶ ?

ସମର୍ପି ଦେବି ମୋର ତମାମ ଆୟୁଷ .....


Rate this content
Log in

Similar oriya poem from Classics