Audio

Forum

Read

Contests

Language


Write

Sign in
Wohoo!,
Dear user,
ଚକାନୟନ
ଚକାନୟନ
★★★★★

© Saudamini Pattanaik

Others

1 Minutes   6.8K    5


Content Ranking

ହେ ଚକାନୟନ, ହେ ଚକାଆଖି

ତୁମ ପାଦ ତଳେ ଏହି ମୋ ବିନତି

ତୁମ ଚରଣେ ରହୁ ମୋ ମତି

ତୁମକୁ ଡାକି ଡାକି

ଯାଉ ଏ ଦିନ ରାତି

ତୁମେ ଅଗତିର ଗତି

ହେ ଚକାନୟନ,

ହେ ମଧୁସୂଦନ,

ମୁଁ ଦିନହୀନ,

ତୁମ ପଦ ତଳେ ରହୁ ମୋ ମନ

ହେ ମଧୁସୂଦନ..... ।

ଚକାଆଖି ଗତି ମନ

Rate the content


Originality
Flow
Language
Cover design

Comments

Post


Some text some message..