Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Inspirational Others

2  

Pramila Sahoo

Inspirational Others

କେଡ଼େ ବିଚିତ୍ର ଏ ଜଗତ

କେଡ଼େ ବିଚିତ୍ର ଏ ଜଗତ

1 min
1.2K


କେଡ଼େ ବିଚିତ୍ର ଏ ଜଗତ

କିଏ ଖାଦ୍ୟ ମୁଠେ

ପାଇଁ ଧରୁଛି କାହା ପାଦ

ନିତି ଘଟଣା ଦେଖି ଦେଖି

ହୃଦୟ ହୋଇଗଲାଣି ପଥର ପରି

ଜନ୍ମ ହେଇ ଖାଦ୍ୟ ପାଇଁ କରନ୍ତି କେତେ କଷ୍ଟ

ଆଉ କିଏ ଖାଦ୍ୟକୁ କରିଥାଏ ନଷ୍ଟ

ସେହି ମୁଠାଏ ଖାଦ୍ୟ ଅନ୍ୟ ପାଇଁ ମୂଲ୍ୟ

ଖାଦ୍ୟ ହେଉଛି ଆମର ଜୀବନ

ତାହାର କରିବା ସୁବିନିଯୋଗ

ତେବେ ହେବ ସମାଜର କଲ୍ୟାଣ

ଜୀବନ ହବ ସରସ ଆଉ ସୁନ୍ଦର.....

ପ୍ରମିଳା ସାହୁ


Rate this content
Log in

Similar oriya poem from Inspirational