Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance

5.0  

ବି. ନିରୁପମା

Romance

ତୁମକୁ ଦେଇଛି ମନ

ତୁମକୁ ଦେଇଛି ମନ

1 min
7.0K



ଏତେଦିନ ମୁହିଁ ତୁମ ପ୍ରତୀକ୍ଷାରେ

ରହିଅଛି ଦେହ ଧରି ,

ଆସିବ କେବେ ସେ ମିଳନ ମୁହୂର୍ତ୍ତ

ଆୟୁଷ ଯାଉଛି ସରି ।


ଲାଗୁଛି ଯେମିତି ହେଇ ଆସିଯିବ

ଗଡ଼ିଯାଏ କିନ୍ତୁ ଦିନ ,

ଭଲକରି ଟିକେ ଜାଣିବା ଆଗରୁ

ତୁମକୁ ଦେଇଛି ମନ ।


ଚାହିଁଲେ ବି ଜମା ଭୁଲି ପାରିବିନି

ତୁମେ ମୋ ପିଣ୍ଡର ପ୍ରାଣ ,

ତୁମବିନା ମୋର ଧନ,ଜନ,ଯଶ

ସବୁ ପରା ମୂଲ୍ୟହୀନ ।


ଏ ଆଶା-ଭରସା ମୂଲ୍ୟରଖି ତୁମେ

ହୁଅବାରେ ପରସନ ,

ମୋହ ପ୍ରତୀକ୍ଷାର ଅନ୍ତ କରି-ଦେବ

ଦିଅବାରେ ଦରଶନ ।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in