Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

5.0  

Bauribandhu Lenka

Inspirational

ବିଶ୍ୱବିହାରୀ

ବିଶ୍ୱବିହାରୀ

1 min
6.8K



ବିଶ୍ୱଵିହାରୀ ହେ ବିଶ୍ୱବିହାରୀ

ନିସ୍ୱ କରିଛ କି ଦେଇ ତୋଷିବି

ଯାହା ମୁଁ ଦେଖଇ ସବୁ ତୁମରି

ବିଶ୍ୱବିହାରୀ ହେ ବିଶ୍ୱବିହାରୀ ॥

ନୟନର ନୀର ଶ୍ରଦ୍ଧାର ସୁମନ

ଏତିକି ମୋହର ନିଜ ଗଣ୍ଠିଧନ

ଯଦି ଆସ ଏଇ ଜୀବନେ ମୋର

ଭେଟିବି ଚରଣେ ରଖି ତୁମରି

ବିଶ୍ୱବିହାରୀ ହେ ବିଶ୍ୱବିହାରୀ ॥

ଭକତି ଅର୍ଘ୍ୟରେ କରିବି ବନ୍ଦନ

ଶ୍ରୀଅଙ୍ଗେ ଲେପିବି ପ୍ରୀତିର ଚନ୍ଦନ

ହୃଦ ସିଂହାସନେ ବସାଇବି ନେଇ

ଗାଇ ଜୟ ଜଗଦୀଶ ଶ୍ରୀହରି

ବିଶ୍ୱବିହାରୀ ହେ ବିଶ୍ୱବିହାରୀ ॥


Rate this content
Log in

Similar oriya poem from Inspirational