Audio

Forum

Read

Contests

Language


Write

Sign in
Wohoo!,
Dear user,
ବିଶ୍ୱବିହାରୀ
ବିଶ୍ୱବିହାରୀ
★★★★★

© Bauribandhu Lenka

Inspirational

1 Minutes   6.8K    6


Content Ranking


ବିଶ୍ୱଵିହାରୀ ହେ ବିଶ୍ୱବିହାରୀ

ନିସ୍ୱ କରିଛ କି ଦେଇ ତୋଷିବି

ଯାହା ମୁଁ ଦେଖଇ ସବୁ ତୁମରି

ବିଶ୍ୱବିହାରୀ ହେ ବିଶ୍ୱବିହାରୀ ॥

ନୟନର ନୀର ଶ୍ରଦ୍ଧାର ସୁମନ

ଏତିକି ମୋହର ନିଜ ଗଣ୍ଠିଧନ

ଯଦି ଆସ ଏଇ ଜୀବନେ ମୋର

ଭେଟିବି ଚରଣେ ରଖି ତୁମରି

ବିଶ୍ୱବିହାରୀ ହେ ବିଶ୍ୱବିହାରୀ ॥

ଭକତି ଅର୍ଘ୍ୟରେ କରିବି ବନ୍ଦନ

ଶ୍ରୀଅଙ୍ଗେ ଲେପିବି ପ୍ରୀତିର ଚନ୍ଦନ

ହୃଦ ସିଂହାସନେ ବସାଇବି ନେଇ

ଗାଇ ଜୟ ଜଗଦୀଶ ଶ୍ରୀହରି

ବିଶ୍ୱବିହାରୀ ହେ ବିଶ୍ୱବିହାରୀ ॥

ବିଶ୍ୱବିହାରୀ ପ୍ରୀତି ଶ୍ରୀହରି

Rate the content


Originality
Flow
Language
Cover design

Comments

Post


Some text some message..