Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Others

5.0  

Susil Pani

Others

ମଣିଷ ଜୀବନ *********

ମଣିଷ ଜୀବନ *********

1 min
1.2K



ମଣିଷ ଜୀବନ
*********
ଯୌବନ ଧନ ସମ୍ପତ୍ତି ପ୍ରଭୂତ୍ୱ ଅବିବେକିତା
ଏକକମ୍ ଅନର୍ଥସ୍ୟ କାରଣମ୍ ।
***********************************

ଯୌବନ ନେଇ କରିବନି ଗର୍ବ ଆଜି ଅଛି କାଲି ନାହିଁ
ଯୌବନ ସମୟ ଅତିବାହିତ ହେଲା ପରେ

 ବୁଢା ବୁଢି ଦିନେ ହେବ ମନେ ରଖିଥିବ ଭଉଣୀ ଭାଇ ।
ଧନ ଆଜି ଅଛି କାଲି ନଥାଇପାରେ କାହିଁକି ଭାବିବା ଧନୀ

ଆଜି ଯିଏ ଧନୀ ଦୁର୍ଭାଗ୍ୟରୁ କାଲି ସେ ଗରିବ ନହେବ

କେ କହି ପାରିବ ଜାଣି ।
ସଂମ୍ପତି ର ଲୋଭ ନ ରଖିବ କେବେ
ମନେ ରଖିଲେ ଆସିବ ଗର୍ବ
ସମ୍ପତ୍ତିର ଯଦି ସତ୍ ଉପଯୋଗ ନକଲ
ତେବେ ଜୀବନେ ଆସିବ ଦୂରୁଯୋଗ ।
ପ୍ରଭୂତ୍ୱ ପଣିଆ ସଦା ସୁଖ ନୁହେଁ କାଳ ଦେଖି ଉପଯୋଗ କର
ଭାଗ୍ୟ ବସେ ନଳ ରାଜା କାଟିଥିଲେ ଘୋଡା ଘାସ
ଆଜି ରଜା ଥିଲେ କାଲି ହୋଇପାରେ ଯେ ଫକୀର
ଅବିବେକି ପଣିଆ ଭାରି ଯେ ଅସହ୍ୟ ମନେ ରଖିବ ଭାଇ ଭଉଣୀ ମୋହର ।
ବିବେକ ମୋଦିତ କାର୍ଯ୍ୟ ସଦା ନକଲେ ଦୂରୁଭାଗ୍ୟ ଆସିବ ନଶ୍ଚେ ଘନେଈ ।
 ନିତିକାର ଏଠି କହିଛନ୍ତି ଯୌବନ ଧନ ସମ୍ପତ୍ତି ପ୍ରଭୁ ବା ରଜାପଣ ଅବିବେକିତା ଅର୍ଥାତ ବିବେକ ଶୂନ୍ୟତା

ଏ ସବୁ ଜିନିଷ କ୍ଷଣ ସ୍ଥାୟୀ ଅଟେ ।

ଏ ମାନେ ଜୀବନର ଅତିବାହିତ ସମୟରେ ଆସି ଚାଲିଯାଇଥାନ୍ତି।
ଏମନେ ପ୍ରତ୍ୟକ ଗୋଟେ ଗୋଟେ କ୍ଷଣସ୍ଥାୟୀ ହୋଇଥିବାରୁ ସେ ସମୟ ପହଞ୍ଚିଲେ ମନୁଷ୍ୟ
ଆତ୍ମଗର୍ବୀ ନହୋଇ ଶାନ୍ତ ମନରେ ବିବେକ ମୋଦିତ କାର୍ଯ୍ୟ କରିବା ପାଇଁ ନୀତିକାର ଉପଦେଶ ଦେଇଛନ୍ତି ।

@ ସୁସିଲ୍  ପାଣି ,ପୁରୀ ।

palabini story mirror id-Susilpani2010@gmail.com
Password-susil@81
Sent from IBM Verse


Rate this content
Log in