ନଈ
ନଈ
ନଈ ତୁ ବହୁଛୁ ଅନନ୍ତକାଳରୁ
ତୃଷାର୍ତ୍ତୀ କି ଦେଇ ଜଳ
ବାଧାବିଘ୍ନ ପାଇ ଅଟକିଯାଇନୁ
ବହୁଛୁତୁ କଳକଳ ॥
ତୋର ଜଳରାଶି ଅପରକୁ ଦେଇ
କରୁ ଜଗତ କଲ୍ୟାଣ
ମୁଁ କ୍ଷୁଦ୍ର ମାନବ ତୋପରି ହେବିକି
ହୃଦୟେ ବହି ତୋ ଗୁଣ ॥
ନଈ ତୁ ବହୁଛୁ ଅନନ୍ତକାଳରୁ
ତୃଷାର୍ତ୍ତୀ କି ଦେଇ ଜଳ
ବାଧାବିଘ୍ନ ପାଇ ଅଟକିଯାଇନୁ
ବହୁଛୁତୁ କଳକଳ ॥
ତୋର ଜଳରାଶି ଅପରକୁ ଦେଇ
କରୁ ଜଗତ କଲ୍ୟାଣ
ମୁଁ କ୍ଷୁଦ୍ର ମାନବ ତୋପରି ହେବିକି
ହୃଦୟେ ବହି ତୋ ଗୁଣ ॥