Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

କାଳିଆ ବଡ ଠାକୁର

କାଳିଆ ବଡ ଠାକୁର

1 min
304


କାଳିଆ ବଡ ଠାକୁର

କାଳିଆ ତୋପରି ଠାକୁର ନାହିଁରେ କାଳିଆ

ତୋପରି ଦେଉଳ ନାହିଁରେ କାଳିଆ

ବୋଲୁ ଥିଲେ ସରେ ନାହିଁ

ତୋପାଖେ ଛପନ କୋଟି ଭୋଗରେ

କାଳିଆ କହୁଥିଲେ ସରେନାହିଁ

ତୋ ଟଙ୍କତୋରାଣି ଯେତେ ପିଉଥିଲେ,ଅମୃତ ପରି ଲାଗଇ

ତୋପରି ଭାଇଭଉଣୀର କେଉଁ ମନ୍ଦିରେ ମୁଁ ଦେଖିନାହିଁ।

ତୋ ବାଇଶିପାହାଚ ମୋପାଦ

ପଡିଲେ ମୋ ପାପ ଯାଏ ଦୂରେଇ

ତୋବଡ ଦେଉଳ ତେତିଶି କୋଟି 

ଦେବଙ୍କ ବାସ ଅଟେ

ତୋ ପତିତପାବନ ସାରା ଜଗତକୁ

ରକ୍ଷା କରୁ ଥାଉ।

ତୋ ନୀଳଚକ୍ର କୁ ଯେଉଁଠୁ ଦେଖିଲେ

ନୀଳଚକ୍ର ଦିଶୁଥାଇ।

ତୋ ରତ୍ନ ମୋତି ହୀରା ମାଣିକ କୁ

ଜଗି ରହିଛନ୍ତି ଲୋକନାଥ।


ବଳରାମ ତରାଇ

ଖୋର୍ଦ୍ଧା ଜିଲ୍ଲା



Rate this content
Log in