Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

2  

Sukanti Hotta

Others

ଜୀବନ ନୁହେଁ ଚେସର ଖେଳ

ଜୀବନ ନୁହେଁ ଚେସର ଖେଳ

1 min
266


ଜୀବନ ନୁହଁଇ ଚେସର ଖେଳ

ଅନ୍ଧ ରାଜାର,

ନିଜ ସ୍ୱାର୍ଥ ଛଡା ଜାଣେ ନାହିଁ ଯେ

ହିତ ପ୍ରଜାର l

ଶାସନ କ୍ଷମତା ଅନ୍ଧ କରେ ତାକୁ

ନିଜ ସ୍ୱାର୍ଥରେ ହଜି,

ରାଣୀ ମନ୍ତ୍ରୀ ହାତୀଘୋଡା ସୈନ୍ୟସାମନ୍ତ

ସଭିଙ୍କୁ ଦିଏ ବାଜି l

ନିଜର ସନ୍ନମାନ ପ୍ରତିଷ୍ଠା ପାଇଁ

ସଭିଙ୍କୁ ନାଶ କରେ,

ଏକୁଟିଆ ହୋଇ ସଂସାରରେ ରହି

ପଛେ ଅନୁତାପ କରେ l

ନିଃସଙ୍ଗ ଜୀବନ ଅଟେ ଦୁଃଖ ପୂର୍ଣ୍ଣ

ସଭିଙ୍କୁ ଦିଏ ବୁଝାଇ,

ବିନା ପ୍ରଜାରେ ମର୍ଯ୍ୟାଦା ନାହିଁ

ହିଂସା ଭୁଲିଯାଅ ଭାଇ l


Rate this content
Log in