Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂଳାପ-୧୫
ସଂଳାପ-୧୫
★★★★★

© Ram Prasad Bisoi

Others

1 Minutes   6.9K    5


Content Ranking

ସଂଳାପ-୧୫
 
*
ଅଛୁଆଁ ଅନୁଭୂତି,
ନ ଦେଖି ଛୁଇଁ ଯାଏ,
ଲାଜରେ ଜଡସଡ଼ବୁଡ଼ 
ହୋଇଯାଏ,
ସାରାଦେହ,
ତମ କଥା ପଡିଲେ
ମନ,
**
ତନୁଲତା-----,
କୁଆଡେ ଏମିତି ହୁଏ 
ତମ ଆଡେ 
କେବଳ 
କବିତାରେ ,ଆମ ଆଡେ 
କିନ୍ତୁ 
ବର୍ଷା ,ଶୀତ, ଖରା ପ୍ରଚୁର 
ସେମିତି ଯେମିତି
ଅନୁଭୂତିରେ ଜଳିବାରେ------!!
 
©®କାଶ୍ୟପ,ରାୟଗଡା।

ସଂଳାପ-୧୫

Rate the content


Originality
Flow
Language
Cover design

Comments

Post

Some text some message..