Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Tragedy

5.0  

ପ୍ରଶାନ୍ତ କୁମାର ବେହେରା

Tragedy

ଅଧୁରା ପ୍ରେମ...

ଅଧୁରା ପ୍ରେମ...

1 min
694



ପ୍ରିୟା ତମେ

ହେଇ ଦେଖ

ଆଷାଢ଼ର ଆଗମନେ

ମୌସୁମୀର ପହିଲି ମେଘ ବୁନ୍ଦା

ଝରୁ ଝରୁ

ଭିଜିଯାଏ ଦେହ ମୋର

ଭରିଦିଏ ଶୀତଳତା

ମୋ ମନ ଓ ପ୍ରାଣରେ l


ସମୁଦ୍ରର ଯେପରି ନାହିଁ କ୍ଷୟ

ଆକାଶର ନାହିଁ ଆଦି କି ଅନ୍ତ

ବାୟୁର ଯେପରି ନାହିଁ ଦିଗ

ମୋ ପ୍ରେମର ବି ସେହିପରି

ନାହିଁ ସୀମା ସରହଦ୍ l


ମୁଁ ଜାଣେ ତୁମ ବିନା

ମୋ ପ୍ରେମ କାହାଣୀ ଅଧୁରା

ଆଉ ଏ ଜୀବନ ବି ବୃଥା l


*****************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya poem from Tragedy