Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୦୪

ଜୀବନ ଗୀତା-୨୦୪

1 min
6.6K


 

ବିଡମ୍ବିତ ଜୀବନରେ
ସୁଖ ଜମା ନାହିଁ ଟିକେ
ତଥାପି ମୋହ ନଛାଡେ
ସେପାଖେ ମରଣ ଡାକେ ॥୦॥

ମାଟି, ପାଣି, ପବନର
ମହୁଆ ମହକ
ମନ,ଆତ୍ମା,ହୃଦୟକୁ
କରଇ କୁହୁକ
ଜୀବନ ଯେତେ ନିଷ୍ଠୁର
ହେଲେବି ପ୍ରକୃତି ରୋକେ ॥୧॥

ଆକାଶର ଚନ୍ଦ୍ର,ତାରା
ପୃଥିବୀର ଶୋଭା
ଦିଗନ୍ତ ବିସ୍ତାରି କ୍ଷେତ
କେତେ ମନଲୋଭା
କାକର ଟୋପାରେ ସୂର୍ଯ୍ୟ
ସକାଳୁ ତା ମୁହଁ ଦେଖେ ॥୨॥


Rate this content
Log in