Audio

Forum

Read

Contests

Language


Write

Sign in
Wohoo!,
Dear user,
ପାଇଲେ ହେଲା
ପାଇଲେ ହେଲା
★★★★★

© Susanta Dash

Inspirational

1 Minutes   6.6K    4


Content Ranking

ତମେ କଣ ଭାବୁଛ

ଈଶ୍ୱରଙ୍କୁ ଖୋଜିବ ?

ଖୋଜିବ ତ ଖୋଜ

କିନ୍ତୁ ମନେ ରଖ

ଖୋଜି ଖୋଜି

ନିଜେ ଈଶ୍ୱର ପାଲିଟି ଯିବ ।

ପାଇଲେ ଇଶ୍ବର ଖୋଜିବା

Rate the content


Originality
Flow
Language
Cover design

Comments

Post


Some text some message..