Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational

2  

Susil Pani

Inspirational

ଦୂହିତା

ଦୂହିତା

1 min
6.8K


             ଦୁହିତା

             ******

ଟୋପାଏ ସିନ୍ଦୁର ଆଉ ଦୁଇ ପଟ ସଂଖା ।

     ବଦଳାି ଦିଏ ଝିଅର ହସ୍ତ ଭାଗ୍ୟ ଲେଖା ।।

କୁଆଁରି ଝିଅଟି ସାଜେ ନବ ବଧୂ ବେଶ ।

    ବରବେଶ ସାଜି ଆସେ ତା'ର ମନର ମଣିଷ ।।

ହସ୍ତରେ ହସ୍ତ ରଖି ପଡେ ହସ୍ତ ଗଣ୍ଠି ।

      ସାତ ଘେରା ବେଦି ଚାରିପାଖେ ବୁଲି ହୋମ ଅଗ୍ମି ରଖେ ସାଖି ।।

ଦୁଇ କୁଳ ହିତ ପାଇଁ ବନେ ସେ ଦୁହିତା ।

   ପିତା ଓ ଶ୍ୱଶୁର ଘର ନେଇ ସଂସାର ତୋ ବିତା ।।

ଜନ୍ମରୁ ପରିଚିତ ଲୋକଙ୍କୁ ସେ ପର କରି ।

      ଅପରିଚିତ ଲୋକଙ୍କୁ ନିଏ ଆପଣାର କରି ।।

ସ୍ନେହ ଶ୍ରଧା ଭକ୍ତି ବଳରେ ପାଏ ସେ ଆଦର ।

ଶ୍ୱଶୁର ଶାଶୁଙ୍କୁ ସେବେ, ସ୍ନେହରେ ନଣନ୍ଦ ଦେବର ।।

ଝିଅ ଜନ୍ମ ତ ପର ଘରକୁ ଅଛି ବିଧିର ବିଧାନ ।

ପରକୁ ଆପଣାର କରି ତୋସ କର ମନ ।।

@ ସୁସିଲ୍ ପାଣି , ପୁରୀ ।

        

      

     


Rate this content
Log in

Similar oriya poem from Inspirational