Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Others

3  

Bidyutprabha Gantayat

Others

ଶୂନ୍ୟ ମୁହୂର୍ତ୍ତ

ଶୂନ୍ୟ ମୁହୂର୍ତ୍ତ

1 min
6.7K


 ଯୋଗାବିଷ୍ଟ କ୍ଷଣଟିଏ

ମଗ୍ନ ମନ ଓ ଚୈତନ୍ୟ

ପ୍ରାଣାୟମର ପରମରେ

ଯେଉଁଠି ନିଜକୁ ପାଏ

ସତ୍ତାର ସ୍ଥିତି ବୁଝେ

ପୁଣି ବୁଝି ପାରେନାହିଁ

ସେ ଏକ ଶୂନ୍ୟ ମୁହୂର୍ତ୍ତ

ଏକ ଆଳାପିତ ସନ୍ଧିକ୍ଷଣ

ଶ୍ବାସ ପ୍ରଶ୍ବାସର କମ୍ପନ ବି

ବ୍ୟାଘାତ କରିପାରେ

ପରିପୃକ୍ତ ପ୍ରାଣମୟତାକୁ।

ବିପୁଳରେ ବିଲୁପ୍ତିର

ମଧୁମୟ ବିନ୍ୟାସକୁ

ମହାର୍ଘ୍ୟ ପ୍ରାପ୍ତିର

ଶୁଭ୍ର ରଶ୍ମୀଧାରେ

ସର୍ବମୟର ଅନୁଭବ

ନିବିଷ୍ଟ ସାଧନାରୁ

ନିବିଡ ନିକଟରୁ

ସମାଧିକୁ...

ଆଉ ମାତ୍ର ଦୁଇ ପାଦ।

(ଡ଼.ବିଦ୍ୟୁତପ୍ରଭା ଗନ୍ତାୟତ)



Rate this content
Log in