ପୀତବାସ
ପୀତବାସ
1 min
1.1K
ଦେଖିଦେଲେ ତୋର ହସ
ମନ ହୋଇଯାଏ ତୋଷ
ଭୁଲିଯାଏ ଭୋକ ଶୋଷ.........
ଦେଇ ପୀରତିର ରସ
ମୋର ମନ କଲୁ ବସ
ଛାଡିଦେଲି ସବୁ ଆଶ.........
ଦେଖିନାହିଁ ଏଡେ ମିତ
ଯିଏ ଦିଏ ଖାଲି କଷ୍ଟ
ପୁଣି ତା ସାଙ୍ଗେ ପୀୟୁଷ.........
କେବେ କରିବୁନି ରୋଷ
ଛାଡିବୁନି ମୋର ପାଶ
ଆହେ ବନ୍ଧୁ ପୀତବାସ.........
ଚିତ୍ତ ରଞ୍ଜନ ଲେଙ୍କା (କଟକ)