Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସରକାରୀଆ ନୀତି
ସରକାରୀଆ ନୀତି
★★★★★

© Jagannath Behera

Inspirational

1 Minutes   7.0K    11


Content Ranking

ଦିନ କେ ଦିନ ବଢ଼ଲା ଲାଞ୍ଚ

ଗାଁର ପିଲା ହେଲା ନେତା,

ଗାଁର ଲୋକକେ ସପନ ଦେଖେଇ

ସାଜଲା ହରତାକରତା ।

ସରକାର ଆଖିନେ ଝିଟଲା ଧୁଇଲ

ପାଏଲା ସେ ସବୁ ଠିକା

ବିନା ସିରମେଟେ ଦେଖାବ ଆସ

ଗାଁର ରାସ୍ତା ସାଜିଛେ ପକା ।

ଗୁଟେ ଛେନ ତଲେ ଦୁଇଟା କୁଟୁମ

କେତେ ସୁଖେ ବିତୁଥିଲା

ଇ ରାଜନୀତିକେ ପସଲା ଦିନୁନ

ଭାବ ପୀରତି ତୁଟି ଗଲା ।

ଦଶମାସର ଛୁଆ ପେଟନେ ଧରି

ଭାଙ୍ଗୁଛେ ମାଆର୍ ଆଶା

ଯେତେ ଯୋଜନା କାଏଁଥି ଲାଗବା

ପଏସା ସିନା ସାହା ଭରସା ।

ଗରୀବର ଇନେ ନାଇନ ଘର

ନେତାର ପାଖେ କୁଠା

ବୁଝି ନାଇହୁଏ ଇ ଇନ୍ଦିରା ଆବାସ

ଗରିବ ଲାଗି କି ନେତା ।

ଦିନ ବଢ଼ଲା ନେତା,

Rate the content


Originality
Flow
Language
Cover design

Comments

Post

Some text some message..