Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Behera

Inspirational

2  

Jagannath Behera

Inspirational

ସରକାରୀଆ ନୀତି

ସରକାରୀଆ ନୀତି

1 min
7.0K


ଦିନ କେ ଦିନ ବଢ଼ଲା ଲାଞ୍ଚ

ଗାଁର ପିଲା ହେଲା ନେତା,

ଗାଁର ଲୋକକେ ସପନ ଦେଖେଇ

ସାଜଲା ହରତାକରତା ।

ସରକାର ଆଖିନେ ଝିଟଲା ଧୁଇଲ

ପାଏଲା ସେ ସବୁ ଠିକା

ବିନା ସିରମେଟେ ଦେଖାବ ଆସ

ଗାଁର ରାସ୍ତା ସାଜିଛେ ପକା ।

ଗୁଟେ ଛେନ ତଲେ ଦୁଇଟା କୁଟୁମ

କେତେ ସୁଖେ ବିତୁଥିଲା

ଇ ରାଜନୀତିକେ ପସଲା ଦିନୁନ

ଭାବ ପୀରତି ତୁଟି ଗଲା ।

ଦଶମାସର ଛୁଆ ପେଟନେ ଧରି

ଭାଙ୍ଗୁଛେ ମାଆର୍ ଆଶା

ଯେତେ ଯୋଜନା କାଏଁଥି ଲାଗବା

ପଏସା ସିନା ସାହା ଭରସା ।

ଗରୀବର ଇନେ ନାଇନ ଘର

ନେତାର ପାଖେ କୁଠା

ବୁଝି ନାଇହୁଏ ଇ ଇନ୍ଦିରା ଆବାସ

ଗରିବ ଲାଗି କି ନେତା ।


Rate this content
Log in

Similar oriya poem from Inspirational