Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୨୩୮

ଜୀବନ ଗୀତା-୨୩୮

1 min
1.3K


 
 
 
ଜୀବନ ଉଚ୍ଛ୍ୱାସ ଓ ଆନନ୍ଦମୟ
ଜୀବନ ପ୍ରଶ୍ୱାସ ଓ ନିଶ୍ୱାସମୟ ॥୦॥
 
ଏ ଜୀବନ ନଦୀ ସମ ଗତିଶୀଳ
ଏ ଜୀବନ ତ ପରିବର୍ତ୍ତନଶୀଳ
ଜୀବ ଓ ପରମ ଦୁଇ ମିତ୍ର ସମ
ଅଙ୍ଗାଙ୍ଗୀ ଭାବେ ଜଡିତ କିଶଳୟ ॥୧॥
 
ଏ ଜୀବନ ସ୍ୱର୍ଗ ସମ ରମଣୀୟ
ଏ ଜୀବନ ପୁଷ୍ପ ସମ କମନୀୟ
ନିଦାଘ ଶରତ ସମ ଯତିପାତ
ଜୀବନ ରୁଦ୍ର ପୁଣି ସୌନ୍ଦର୍ଯ୍ୟମୟ ॥୨॥


Rate this content
Log in