Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suraj Sahu

Abstract

2  

Suraj Sahu

Abstract

ତୁମେ

ତୁମେ

1 min
6.3K


ତମେ ହିଁ ଥିଲ ମୋ ପ୍ରଥମ ପ୍ରେମ

ତୁମ ଠୁ ତ ଶିଖିଛି 

ଭଲ ପାଇବାର ମନ୍ତ୍ର

ମୋ ହୃଦୟର ତୁମେ ତ ଦେବୀ

ତୁମ ପାଇଁ ନୀତି

ତଳେ ମୁଁ ପୂଜା ଫୁଲ

ଆଉ ତୁମ ନା'ର ମନ୍ତ୍ର ନୀତି ମୁଁ ଘୋଷେ

ସବୁ ବେଳେ

ହୃଦୟ ମନ୍ଦିରେ .....

ନିର୍ବିକାର ନିସ୍ତବ୍ଧ ରାତିରେ...।


Rate this content
Log in

More oriya poem from Suraj Sahu

Similar oriya poem from Abstract