Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୧୭୬

ଜୀବନ ଗୀତା-୧୭୬

1 min
13.4K


ଜୀବନ ଗୀତା-୧୭୬
ଗାୟକ ଶ୍ରୀକର ପାଢୀଙ୍କୁ ସମର୍ପିତ ।

ଜୀବନରେ ଶ୍ରେଷ୍ଠ ଅଟେ ଭକ୍ତି
ନିଷ୍କାମ କର୍ମରେ ମିଳେ ଶାନ୍ତି ॥୦॥

ଭକ୍ତିରେ ମିଳନ୍ତି ଭଗବାନ
ଆଧ୍ୟାତ୍ମିକ ଭକ୍ତି ଯେ ମହାନ
ଭକ୍ତି ସାଥେ ମିଶିଗଲେ ଜ୍ଞାନ
ମିଳଇ ଅଦ୍ଭୂତ ପୂର୍ବ ଶକ୍ତି ॥୧॥

ନିଷ୍କାମ କର୍ମ ଏକ ସାଧନା
ନଥାଏ ତା ମଧ୍ୟରେ କାମନା
ତେଣୁ ଅଟେ ସେ ଉତ୍ତମ ମାର୍ଗ
କର୍ମରେ ମିଳଇ ଆତ୍ମତୃପ୍ତି ॥୨॥

ଆଧ୍ୟାତ୍ମିକ ଜ୍ଞାନଯୋଗ ବଳେ
କି ଅସାଧ୍ୟ ଅଟେ ମହୀ ତଳେ
ଭକ୍ତି-କର୍ମ-ଜ୍ଞାନଯୋଗ ବଳେ
ହୋଇଥାଏ ତ ଈଶ୍ୱର ପ୍ରାପ୍ତି ॥୩॥

 

 

 

 


Rate this content
Log in