Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Inspirational

2  

Dr Jharana Satapathy

Inspirational

ପ୍ରକୃତ ପ୍ରେମ

ପ୍ରକୃତ ପ୍ରେମ

1 min
291


କେତେ ସ୍ନେହ ଆମ ଭିତରେ

ନାହିଁ ଅଭିମାନ ଆମ ମନରେ ।

ଦୁହେଁ ବଞ୍ଚିଛେ ଦୁହିଁଙ୍କ ପାଇଁ

କେତେ ସରଧା ଆମର ତହିଁ ।

ସାଥିରେ ସାଥିରେ ରହିଛେ

ସେତ ସ୍ନେହ ପ୍ରେମରେ ।

ଭଲପାଇବାର ଏକା ବିଶ୍ବାସରେ

ସଂପର୍କର ମଧୂର ଡୋରିରେ ।

ପୁଅ ଝିଅ କିଏ ନାହିଁ ଆମର

ତଥାପି ଆମକୁ ଲାଗୁନି ଡର ।

କାଳିଆ ଆମ ସାହା ଭରଷା

ମନରେ ରଖିଛେ ବହୁତ ଆଶା ।

ସ୍ନେହ ସଂପର୍କ ଅଟେ ଆମର

ଯୁଗେ ଯୁଗେ ଥିବ ହୋଇ ଅମର ।

ସଂସାରରେ ଅବା କିଏ କାହାର

ମୁଁ ତୁମର ଆଉ ତୁମେ ମୋର ।

ଆସିଛେ ଏକା ଯାଉଛେ ମିଶି

ଜଗତବାସି ରହିଯାନ୍ତୁ ଦେଖି ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in